Posts

Showing posts from February, 2011

OSAP…………ଏକ ନୁତନ ଦିଶା

Image
ଭାସିଆସେ ଯେବେ ଇସ୍ପାତ କାରଖାନୁଁ କଳମାନଙ୍କ କର୍କ୍କଶ ସ୍ବର ହସିଉଠେ ସେବେ ଏହି ଅଗଣାରେ କୁନି କୁନି ପିଲାଙ୍କର ହସର ଜୁଆର ଚିରାଚରିତ ଏକ ବନ୍ଧା ଜୀବନରୁ ଯେବେ ଆମେ ଯାଉ ଦୁରେ ଦେଖାଯାଏ ଏକ ନୁଆ ପରିବାର NIT ଠୁ କିଛି ଦୁରେ ||୧ ତରାଚାନ୍ଦ ଭାଇଙ୍କ ପଦ ଅନୁସରଣେ ଚାଲେ ଏହି ପରିବାର ଛୋଟଠୁ ବଡ ସଭିଙ୍କ ଆଖିରେ ନୁଆ ସ୍ବପ୍ନର ଆସର ଅରବିନ୍ଦର ହସ ସେ ଯେ ଆନନ୍ଦ ଉଲ୍ଲାସପୂର୍ଣ ଭରିଦିଏ ଆମ ସଭିଙ୍କ ମନେ ହସ ଖୁସିର ଫଗୁଣ ||୨ କାନ୍ହୁଭାଇଙ୍କ ମାଟିଶିଳ୍ପ ଅଟେ ପ୍ରଗତିର ଚାରଣ କାଚରେ ଅଂକିତ କଳାକୃତି ସୌନ୍ଦର୍ଯ୍ୟ କରିନପାରଇ ବଖାଣ ମୀନାର ଗୁମସୁମ୍ ମୁଖେ ଚାହୁଁ ଆମେ ଦେଖି ଖୁସିର ନିଶାଣ ବିପରୀତ ପୁଣି ଦେବକୀ ଓ ସାମନ୍ତ, ନଥାଏ ଯେଉଁଠି ଦୁଃଖର କାରଣ ||୩ ପିଙ୍କି , ଆରତୀ , ଦ୍ରୁପଦୀ , କଳ୍ପନାଙ୍କ ନିପୁଣ ପୁଣି ନୃତ୍ୟରେ ସତ୍ୟଭାମା ଆଉ ଅନୁପମା ନିଶା ସେ ଯେ ସଂଗୀତରେ ବିନୋଦିନୀ , କୁମୋଦିନୀ ଓ କାମିନୀ ଯାମିନୀ ଭଗିନୀ ସେ ଯେ ସ୍ନେହର ସୁମିତ୍ରା ପୁଷ୍ପାଙ୍କ ମନତଳେ ପୁଣି ବୁଣାବୁଣି ଆଉ ଚିତ୍ର ଅଂକନରେ ||୪ ନୃତ୍ୟ,ସଂଗୀତ,ଚିତ୍ର ଆଦିରେ ତୁଳନା ନାହିଁ ତୁମମାନଙ୍କର ଛୋଟ ସେହି ମନେ ଫୁଟି ଉଠେ ଫୁଲ ନୁଆ ନୁଆ କଳ୍ପନାର କିଶୋର, ବବି, ମକରଧ୍ବଜ ପଶିଛନ୍ତି ଯେ କ୍ରିକେଟର ଶରଣ ଖେଳି ଅରକ୍ଷିତ, ବିଜୟ ସଂଗେ

LITTLE SMILES AWAIT YOU, SO WHY DELAY...

Image
THE WORLD IS SO BIG, STILL MANY PEOPLE CRY FOR SHELTER BUT THEY CANT SHOUT, ONLY MURMER AND UTTER. DO THEY GET A MEAL IN A DAY, WE ARE UNKNOWN THEY HAVE TO WELCOME A FRUSTRATED LIFE WHEN THE DAY DAWN TEARS DROPPING FROM THEIR EYES, SMILE IN THEIR DREAMS, IN FRONT THE FOGGY FUTURE LIES, DROWNING IN SORROW, TO CROSS THE OCEAN OF LIFE, FOR A HELPING HAND THE HEART CRIES. WE ALL, CHILDREN OF THE MOTHER EARTH, STILL SO MUCH DISCRIMINATION OUR LIFE WRAPPED WITH GOLDEN SHEET, WITH THEM NO INTERACTION. COME OUT OF THE DARK, LIGHT UP YOUR LIFE, DONT LET IT DRIFT AWAY, THERE IS MUCH THAT MUST BE DONE EACH MINUTE OF EACH DAY. WHY HAVE EYES THAT DO NOT SEE, EARS THAT DO NOT HEAR, A HAND THAT CAN NOT HELP OR A HEART THAT CAN NOT CHEER? ALL THEY NEED YOU, YOUR LOVING HEART THAT CAN INTENSELY FEEL, THERE IS NOTHING SO TERRIBLE ON THIS EARTH THAT LOVE CAN NOT HEAL. LIFE IS A GIFT, IT HAS SO MUCH TO OFFER SEE, WHAT YOU HAVE GOT, A FULL SPAN YET JUST HALF A COFFER!

ये सच है...

Image
ये सच है ; बच्चे होते है मन के सच्चे . पर कभी हम भी तो थे बच्चे . कहा गई हमारी वो मासूमियत ? जो कभी हमें भगवान का रूप बनाती थी . ऐसा क्या हो जाता है ? जो छिन जाती है बच्चो की सच्चाई . क्या कभी किसी ने सोचा है ? कुछ तो ऐसा होता है . पर वो है क्या चीज़ ? कभी किसी ने नहीं सोचा है . अरे , कोई सोचे भी तो कैसे ? जब सबका यही कहना है ; की " दिल तो अभी बच्चा है ". अगर दिल बड़ो का भी बच्चा है ; तो खुद को नहीं तो उन बच्चो को तो बख्शो ; जिनका दिल वाकई में बच्चा है . मत छीनो उनका बचपन ; बस ये ही तो उनका अपना है . कर लेने दो उन्हें भी मजा ; आखिर एक दिन उन्हें भी तो होना है बड़ा . चन्दन श्रीवास्तव, B.Tech. (2nd Year)